ନାଗ କେଶର
ଦେଖଣା
ନାଗ କେଶର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ+କେଶର; ବହୁବ୍ରୀହି)
[ସମ୍ପାଦନା]ନାଗେଶ୍ୱର ଗଛ ଓ ଫୁଲ —Mesua-Ferra (tree and flower).
[ଦ୍ରଷ୍ଟବ୍ୟ —ଏହା ନାତିଦୀର୍ଘ ଉଦ୍ୟାନଜନିତ ପୁଷ୍ପତରୁ; ଏହାର ଫୁଲ ଧଳା, ଚତୁର୍ଦଳ ଓ ମୃଦୁଗନ୍ଧ ଏହାର କେଶର ଗୁଡ଼ିକ ହଳଦିଆ କେଶରକୁ ଶୁଖାଇ ଭାଙ୍ଗ ସଙ୍ଗେ ବାଟି ଖାଆନ୍ତି ଏହା ଜ୍ୱର, କୃମି, କଫ, ପିତ୍ତ, କୁଷ୍ଠ, କଣ୍ଡୁ, ତୃଷ୍ଣା, ହୁଲ୍ଲାସ, ବିସର୍ପ, ସ୍ୱେଦ, ବମନ ଓ ଦୌର୍ଗନ୍ଧ୍ୟନାଶକ ଏହାର କାଠ ଖୁବ୍ ଶକ୍ତ; ଏହାର ଫଳରୁ ୨୩:ଟି ମଞ୍ଜି ବାହାରେ ଏ ମଞ୍ଜିରୁ ବାହାରିବା ତେଲ ଦୀପରେ ଜଳା ଯାଏ ଓ ବାତ ରୋଗରେ ଉପକାର କରେ]