Jump to content

ନାଗ ଚୁଚୁନ୍ଦ୍ରା ଧରିବା ନ୍ୟାୟ

ଉଇକିଅଭିଧାନ‌ରୁ

ନାଗ ଚୁଚୁନ୍ଦ୍ରା ଧରିବା ନ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

(ନାଗ ସାପ ଚୁଚୁନ୍ଦ୍ରା ଧରିବା ନ୍ୟାୟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବାକ୍ୟ

[ସମ୍ପାଦନା]

ବିଷମ ଅସାଧ୍ୟ ସମସ୍ୟାରେ ପଡ଼ିବା ଅବସ୍ଥା —An analogy applied when a person is between the horns of a Dilemma.

[ଦ୍ରଷ୍ଟବ୍ୟ —ଲୋକେ ବିଶ୍ୱାସ କରନ୍ତି ଯେ ନାଗ ସାପ ଚୁଚୁନ୍ଦ୍ରାକୁ ଧଇଲେ ଚୁଚୁନ୍ଦ୍ରାର ଦେହର ଦୁର୍ଗନ୍ଧ ହେତୁ ତାକୁ ଖାଇ ପାରେ ନାହିଁ; ଅଥଚ ଛାଡ଼ି ପାରେ ନାହିଁ; କାରଣ ପ୍ରବାଦ ଅଛି ଯେ ତାକୁ ଛାଡ଼ି ଦେଲେ ସାପର ଆଖି ଫୁଟି ଯାଏ]