ନାଗ ଜିହ୍ୱା
(ଅନ୍ୟ ସଂସ୍କୃତ - ନାମ—ଅନନ୍ତା, ଶାରିବା)
ଅନନ୍ତ ମୂଳ; ଚେମିଡ଼ି ଲଇ — A medicinal creeper, Asclepias; Pseudo sarsa; Hemidesmus Indicus; Indian sarsaparilla.