Jump to content

ନାଗ ଦନ୍ତ

ଉଇକିଅଭିଧାନ‌ରୁ

ନାଗ ଦନ୍ତ

ଉଚ୍ଚାରଣ

[ସମ୍ପାଦନା]

(ନାଗଦନ୍ତକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାଗ+ଦନ୍ତ)

[ସମ୍ପାଦନା]
୧. ହାତୀଦାନ୍ତ — ୧. Ivory.
୨. ଲୁଗା ଆଦି ଓହଳାଇବା ପାଇ କାନ୍ଥରେ ମରାଯିବା କାଠି; ଖିଲ; କୀଳା — ୨. A peg or bracket projecting from a wall to hang things upon (Apte).