ନାଗ ନଳି
ଦେଖଣା
ନାଗ ନଳି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଗ+ନଳ)
[ସମ୍ପାଦନା]ହାବାଳି ଆଦି ବାଣରେ ଦିଆଯିବା ବାରୁଦପୂର୍ଣ୍ଣ ଛୋଟ ଛୋଟ କାଗଜର ନଳୀ —Small paper tubes of gunpowder put inside rackets which emit long serpent-like sparks high up in the air.
[ଦ୍ରଷ୍ଟବ୍ୟ —ଏହି ନଳୀରୁ ଗୁଡ଼ିଏ ପୁଡ଼ା କରି ହାବାଳିର ମୁଣ୍ଡରେ ବନ୍ଧା ଯାଏ (ଏ ପ୍ରକ୍ରିୟାକୁ ହାବାଳିର ଠେକାବନ୍ଧା କୁହାଯାଏ) ହାବାଳି ଆକାଶକୁ ଉଠିଗଲେ ଏଥିରେ (ନାଗନଳିରେ) ନିଆଁ ଲାଗିବାରୁ ଏଥିରୁ ନାଗ ପରି ଆକୃତିବିଶିଷ୍ଟ ସ୍ଫୁଲିଙ୍ଗ ସ୍ରୋତମାନ ବାହାରେ ଏ ଦୃଶ୍ୟକୁ ହାବାଳି ନାଗ ଛାଡ଼ିଲା ବୋଲି କୁହାଯାଏ]