Jump to content

ନାଗ ଫେଣା

ଉଇକିଅଭିଧାନ‌ରୁ

ନାଗ ଫେଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନାଗ ଫଣା)

[ସମ୍ପାଦନା]
୧. ସର୍ପ ଫଣା — Hood of serpents.

ତେବେହେଁ ନାଗ ଫେଣା ଯାଏ; ସେ ପଦ୍ମ କେବେହେଁ ନ ପାଏ ଭୂପତି. ପ୍ରେମପଞ୍ଚାମୃତ

୨. ନାଗଫଣା (ଦେଖ) - —୨. Nāgaphaṇā (See)