Jump to content

ନାଗ ବଲ୍ଲୀ

ଉଇକିଅଭିଧାନ‌ରୁ

ନାଗ ବଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ନାଗବଲ୍ଲରୀ, ନାଗବଲ୍ଲିକାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - —(ନାଗ=ସର୍ପ+ବଲ୍ଲୀ=ଲତା; ନାଗ ପରି ବକ୍ରାକୃତି ବଲ୍ଲୀ)

[ସମ୍ପାଦନା]

ତାମ୍ୱୁଳ ବ ପାନ ଲତା —The betel creeper.

କଳନା ନ ପଡ଼ି ଲଳନାରତନ କଳ ନାଗବଲ୍ଲୀ ଗେଲେ ମାଗୁରେ କବିସୂର୍ଯ୍ୟ. ସଙ୍ଗୀତ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ନାଗରି (ଦେଖ) - . Nāgāri (See)