Jump to content

ନାଗ ବାରିକ

ଉଇକିଅଭିଧାନ‌ରୁ

ନାଗ ବାରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନାଗ+ବୃ ଧାତୁ=ସେବା କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଗରୁଡ଼ —୧. Garuṟḍ̠a.
୨. ପାଟହାତୀ; ରାଜକୀୟ ହସ୍ତୀ; ରାଜକୁଞ୍ଜର — ୨. The royal elephant; an elephant used by a king.
୩. ହସ୍ତିପକ; ମାହୁନ୍ତ — ୩. The driver of an elephant.
୪. ଗଣସ୍ଥ ପ୍ରଧାନ ବ୍ୟ୍ୟକ୍ତି —୪. The headman of a community or assembly.
୫. ମୟୁର —୫. A peacock.
୬. ହସ୍ତିଯୂଥର ନେତା —୬. The chief or leader of a herd of elephants (Apte).