ନାଗ ଯଷ୍ଟି
ଦେଖଣା
ନାଗ ଯଷ୍ଟି
ଉଚ୍ଚାରଣ
[ସମ୍ପାଦନା]ନାଗ ଯଷ୍ଟିକା, ନାଗାଂଚଳୀ, ନାଗାଂଜନା ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ନାଗ=ସର୍ପ+ଯଷ୍ଟି=ଦଣ୍ଡ)
[ସମ୍ପାଦନା]- ୧. ଭୂମିରେ ବହୁ ଗଭୀରତା ପର୍ଯ୍ୟନ୍ତ ପୋତାଯିବା କୀଳା —୧. A boring rod driven deep into the earth (Apte).
- ୨. ପୁଷ୍କରିଣୀ ମଧ୍ୟରେ ପ୍ରୋଥିତ କାଷ୍ଠ ବ ପ୍ରସ୍ତରର ଦଣ୍ଡ; ଦୀପ୍ତିଦଣ୍ଡି —୨. A centre-post driven in the middle of a pond.
[ ଦ୍ର—ପୁରାଣ ଅନୁସାରେ ଏ ଯଷ୍ଟି ସଳଖ ବେଣ୍ଟ ନ ଥିବା ବେଲ, ପଲଙ୍ଗ, ନାଗକେଶର, ଚମ୍ପା ବା ବରୁଣ କାଠରେ ନିର୍ମିତ ହେବା ଉଚିତ ଅଷ୍ଟ ନାଗଅଙ୍କ ନାମ ୮ଟି ପତ୍ରରେ ଲେଖି ଗୋଟିଏ ଜଳ କୁଣ୍ତରେ ପକାଇ ଯେଉଁ ନାଗର ନାମ ଲେଖା ହୋଇଥିବା ପତ୍ର ହାତରେ ଉଠେ, ସେହି ନାଗ ଖୋଳା ହେଉଥିବା ପୁଷ୍କରିଣୀର ଅଧିଷ୍ଠାତା ବିବେଚିତ ହୁଅନ୍ତି ଓ ତାଙ୍କୁ ପୂଜା କରିବା ପରେ ନାଗଯଷ୍ଟି ପୋତାଯାଏ ହିନ୍ଦୀ - ଶବ୍ଦସାଗର]