ନାଗ ସାପ
ଗୋଖର ସାପ — Cobra-de-capillo.
[ ଦ୍ର—ନାଗ ସାପର ମାଂସକୁ ଶୁଖାଇ ଚୂର୍ଣ୍ଣ କରି ସେବନ କଲେ କୁଷ୍ଠ ରୋଗ ନିବାରିତ ହୁଏ—ହରେକୃଷ୍ଣ ଦ୍ରବ୍ୟଗୁଣ]