ନାଚିଲା ଲୋକକୁ ଲାଜ ନାହିଁ ଦେଖିଲା ଲୋକକୁ ଲାଜ
ଦେଖଣା
ନାଚିଲା ଲୋକକୁ ଲାଜ ନାହିଁ ଦେଖିଲା ଲୋକକୁ ଲାଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଚିଲା ଲୋକକୁ ଲାଜ ନାହିଁ ଦେଖିଲା ଲୋକକୁ ଲାଜ
|
ଢ଼ଗ (ନ୍ୟାୟ)
[ସମ୍ପାଦନା]ଯେଉଁ ସ୍ଥଳରେ କୌଣସି ଲଜ୍ଜାଜନକ କାର୍ଯ୍ୟ କରିବା ବ୍ୟକ୍ତି ଇକ୍ତ ଲଜ୍ଜାଜନକ କର୍ଯ୍ୟ କରିବାକୁ ଲଜ୍ଜା ବୋଧ ନ କରେ, କିନ୍ତୁ ଦେଖଣାହାରୀ ତାହା ଦେଖି ଲଜ୍ଜିତ ହୁଏ, ସେ ସ୍ଥଳରେ ଏ ଢଗ କୁହାଯାଏ; ଏହିପରି, ହଗିଲା ଲୋକକୁ ଲାଜ ନାହିଁ ଦେଖିଲା ଲୋକକୁ ଲାଜ — A proverb uttered when a person doing an act does not feel shame for it but person who witness it feel ashamed.