ନାଛ
ଦେଖଣା
ନାଛ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଛ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଲକ୍ଷ୍ୟ) ଲକ୍ଷ୍ୟଭେଦ କରିବା ପାଇଁ ବନ୍ଧୁକ ଆଦି ଦାଗିବା —୧. Firing of a gun by aiming at a target.
- ୨. (ଲକ୍ଷ=ଚିହ୍ନ) ତାତିଲା ଲୁହାଦ୍ୱାରା କୌଣସି ଜୀବର ଚମଡ଼ାରେ ଦାଗ ଦେବା; ଚିଆଁ —୨. Searing of the skin with a red hot iron.
ଅନୁବାଦ
[ସମ୍ପାଦନା]- ୩. (ସଂସ୍କୃତ - ନସ୍ୟ) ନାସ; ନସ୍ୟ —୩. Snuff