ନାଛିବା
ଦେଖଣା
ନାଛିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଛିବା
|
(ନାଛି ଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାଛିବା
|
ଦେଶଜ - କ୍ରି. (ସଂସ୍କୃତ - ଲକ୍ଷ୍ୟ)
[ସମ୍ପାଦନା]- ୧. ବନ୍ଧୁକ ମାରିବା — ୧. To fire a gun.
- ୨. ବନ୍ଧୁକଦ୍ୱାରା ଲକ୍ଷ୍ୟ ଭେଦ କରିବା — ୨. To fire a gun at a target.
- ୩. ଲକ୍ଷ୍ୟ କରିବା; ଲାଖ କରିବା — ୩. To aim at a target.
ସାକ୍ଷାତ ଅନଙ୍ଗ ପ୍ରାୟେ ସୂକ୍ଷ୍ମ କଟି ଛକି ଅନଙ୍ଗ କି ନାନ୍ଥଇ ଧୂଜଟି—ରାଧାନାଥ. ନନ୍ଦିକେଶ୍ୱର
ଅନୁବାଦ
[ସମ୍ପାଦନା]ନାଛିବା
|
- ୪. ତାତିଲା ଲୁହାଦ୍ୱାରା ଦେହରେ ଦାଗ ଦେବା — ୪. To sear with a red hot iron.
- ୫. ପ୍ରଦୀପକୁ ଲଗାଇବା ବା ଜଳାଇବା — ୫. To light a lamp.
- ୬. ବାଣ ପ୍ରଭୃତିରେ ଅଗ୍ନି ସଂଯୋଗ କରିବା — ୬. To set fire to a fire-work.