ନାଛୋଡ଼୍
ଦେଖଣା
ନାଛୋଡ଼୍
ଉଚ୍ଚାରଣ
[ସମ୍ପାଦନା](ନାଛେଡ଼ବନ୍ଦା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାଛୋଡ଼୍
|
ଦେଶଜ - ବିଶେଷଣ - (ହିନ୍ଦୀ - ନାଛୋଡ଼ା; ଫାରାସୀ - ନଛୋଡ଼ବାନ୍ଦା)
[ସମ୍ପାଦନା]- ୧. ଏକ ଜିଦିଆ; ନିର୍ବନ୍ଧଶୀଳ — ୧. Importunate.
- ୨. ଯେ କୌଣସି ବିଷୟକୁ ଛାଡ଼େ ନୀହିଁ — ୨. Pertinacious; presevering; dogged; that which sticks to a thing with tenacity.
ମିଳିଲେ ନାଛୋଡ଼ ବନ୍ଦା ସମର ଚତ୍ୱରେ ମଧୁସୂଦନ. କବିତା