Jump to content

ନାଜକୁଳି

ଉଇକିଅଭିଧାନ‌ରୁ

ନାଜକୁଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ନାଜକୁରା(ଳା)—ପୁଂ) 

[ନାଜକୁରେ(ଈଳ)—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଲଜ୍ଜାକୁଳା; ଲଜ୍ଜାଳୁ)

[ସମ୍ପାଦନା]

ଲଜ୍ଜକୁଳା —Bashful; modest; shy (woman)

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ଲଜ୍ଜାଳୁ ଲତା — The thorny mimosa creeper.

[ଦ୍ରଷ୍ଟବ୍ୟ —ନାଜକୁରି ଲତା ଦୁଇ ପ୍ରକାର ଏକ ପ୍ରକାର ପଡ଼ିଆ ଆଦିରେ ଜନ୍ମେ ଓ କଣ୍ଟକୀ; ଅନ୍ୟ ପ୍ରକାର ପାଣି କୂଳରେ ଜନ୍ମେ ଓ ଅକଣ୍ଟକୀ; ଏହାର ପତ୍ରକୁ ଲୋକେ ଶାଗ କରି ଖାନ୍ତି]