Jump to content

ନାଜକ୍

ଉଇକିଅଭିଧାନ‌ରୁ

ନାଜକ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା ନାଜୁକ୍)

[ସମ୍ପାଦନା]
୧. କୋମଳ —୧. Soft.
୨. ସୁକୁମାର —୨. Delicate.
୩. ପତଳା —୩. Thin.
୪. ଯେ ସହିଷ୍ଣୁ ନୁହେଁ —୪. Not capable of enduring hardship or rough usage.