ନାଜର୍ ଖାନା
(ନାଜୀରଖାନା—ଅନ୍ୟରୂପ)
=== ବୈଦେଶିକ - ବି— (ଫାରାସୀ - ନିଜାର୍ତ୍; ଫାରାସୀ - ନାଜିର+ଖାନାହ୍)
ନିଜାରତ୍; ନାଜରଙ୍କ କାର୍ଯ୍ୟାଳୟ — Nizarat; the office of a Nazir.