Jump to content

ନାଜିମ୍

ଉଇକିଅଭିଧାନ‌ରୁ

ନାଜିମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ମାନେଜର; ତତ୍ତ୍ୱାବଧାରକ — ୧. Manager; supervisor.
୨. ଭାରତରେ ମୁସଲମାନ୍ ଶାସନ କାଳରେ କୌଣସି ରାଜ୍ୟ ବା ପ୍ରଦେଶର ରାଜକୀୟ ଶାସନକର୍ତ୍ତା —୨. A governor of a province under the Mahomedan rule of India.

[ଦ୍ରଷ୍ଟବ୍ୟ —ଏହାଙ୍କୁ ସମ୍ରାଟ ନିଯୁକ୍ତ କରୁଥିଲେ ଓ ଏହାଙ୍କ ଅଧୀନ ପ୍ରଦେଶର ବା ରାଜ୍ୟର ସମସ୍ତ ଶାସନଭାର ଏହାଙ୍କଠାରେ ନ୍ୟସ୍ତ ରହୁଥିଲା]