ନାଟକାବତାର
ଦେଖଣା
ନାଟକାବତାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାଟକ+ଅବତାର)
[ସମ୍ପାଦନା]ବିଷ୍କମ୍ଭକର ଅଭିନୟ; କୌଣସି ନାଟକର ଅଭିନୟ କାଳରେ ଅଭିନୟର ଅଙ୍ଗୀଭୁତ, କିନ୍ତୁ ନାଟକୀୟ କଥାବସ୍ତୁର ବହିର୍ଭୂତ କୌଣସି ଅତୀତ ବା ଭବିଷ୍ୟତ ବିଷୟର ଅଭିନୟ —The performance of an interlude between the acts of the main play or drama.
[ଦ୍ରଷ୍ଟବ୍ୟ —ସଂସ୍କୃତ ଉତ୍ତରରାମଚରିତ ଓ ଅଭିଜ୍ଞାନଶକୁନ୍ତଳରେ ଓ ଇଂରାଜୀ ହାମ୍ଲେଟ୍ ନାଟକରେ ନାଟକବତାରର ଉଦାହରଣ ଅଛି]
ଏଥିର ସଂଜ୍ଞା ବା ସୂତ୍ର; ବୃତ୍ତବର୍ତ୍ତିଷ୍ୟମାଣା ଜଥଂ, ଶନାଂ ନିଦର୍ଶକଃ ସଂକ୍ଷପ୍ତାର୍ଥୂସ୍ତୁ ବିଷ୍କୟ ଆଦାବଙ୍କସ୍ୟ ଦର୍ଶିତଃ—ସ ହିନ୍ଦୀ - ଦର୍ପଣ