Jump to content

ନାଟଗୁରୁ

ଉଇକିଅଭିଧାନ‌ରୁ

ନାଟଗୁରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ସଂସ୍କୃତ - ନାଟ+ଗୁରୁ)

[ସମ୍ପାଦନା]
୧. ନାଟ୍ୟାଚାର୍ଯ୍ୟ; ଓସ୍ତାତ —୧. Dancing master.

କେତେ ଅଙ୍ଗ ଭଙ୍ଗୀ ଶିଖାଉଣ ଥାଇ ନାଟଗୁରୁ ପୁଷ୍ପ ବାଣ— ରାଧାନାଥ—ଯଯାତି

୨. ସୂତ୍ରଧର —୨. Stage manager; stage master.
୩. ନାଟର ଗୁରୁ (ଦେଖ) - —Nāṭara guru (See)