ନାଟମୟୂର ଗୁଣା
(ନାଟମୟର ଗୁଣା—ଅନ୍ୟରୂପ)
ମୟୂରବସା ଗୁଣା; ନାଟମୟୂରର ଆକୃତି— ବିଶିଷ୍ଟ ନାକର ଅଳଙ୍କାରବିଶେଷ — A nose flower with the figure of a strutting peacock on it.