Jump to content

ନାଟରେ ଉଠିବା

ଉଇକିଅଭିଧାନ‌ରୁ

ନାଟରେ ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରାଜସ୍ୱ ବାକି ନିମନ୍ତେ କୌଣସି ଜମିଦାରୀ ନିଲାମ ହେବା ପାଇଁ ବିଜ୍ଞାପିତ ହେବା; ଲାଟରେ ଉଠିବା —୧. (a zamindary) To be advertised for sale for arrears of revenue.
୨. କୌଣସି ଭୂସମ୍ପତ୍ତି ଅଦାଲତରେ ପ୍ରକାଶ୍ୟ ନିଲାମ କରା ଯିବାର ବିଜ୍ଞାପିତ ହେବା —୨. (any immoveable property) To be advertised for sale by public auction by court.