Jump to content

ନାଟର ଗୁରୁ

ଉଇକିଅଭିଧାନ‌ରୁ

ନାଟର ଗୁରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଟଗୁରୁ)

[ସମ୍ପାଦନା]
୧. ନାଟଗୁରୁ (ଦେଖ) - Nāṭaguru (See)
୨. ଯେଉଁ ବ୍ୟକ୍ତି ନାଟ ଆଖଡ଼ାରେ ନୃତ୍ୟାର୍ଥୀମାନଙ୍କୁ ନାଚ ଶିକ୍ଷା ଦିଅନ୍ତି —୨. A trainer of dancers in a dancing party.
୩. (ଲକ୍ଷଣାର୍ଥ) କୌଣସି ବିଷୟ ବା ଘଟଣାର ମୌଳିକ ପ୍ରବର୍ତ୍ତକ —୩. (figurative)-The originator or founder of some matter.
୪. (ଲକ୍ଷଣାର୍ଥ)—କୌଣସି ଦଳର ନେତା — ୪. The leader of a group; a ringleader.