Jump to content

ନାଟିକା

ଉଇକିଅଭିଧାନ‌ରୁ

ନାଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନଟ୍ ଧାତୁ=ନୃତ୍ୟ କରିବା+କର୍ତ୍ତୃ. ଅକ +ସ୍ତ୍ରୀ. ଆ)

[ସମ୍ପାଦନା]
୧. ଚାରିଗୋଟି ଅଙ୍କବିଶିଷ୍ଟ ନାଟକ—(ଯଥା—ସଂସ୍କୃତ ରତ୍ନାବଳୀ ପ୍ରଭୃତି; ଏଥିର ଲକ୍ଷଣ:—ନାଟିକାକୃପ୍ତବୃତ୍ତାସ୍ୟାତ୍ ସ୍ତ୍ରୀପ୍ରାୟା ଚତୁରଙ୍କିକା) — ୧. A drama with four acts only.
୨. ହାସ୍ୟରସ ପ୍ରଧାନ ଛୋଟ ନାଟକ — ୨. A light comedy.
୩. ନଟୀ; ନର୍ତ୍ତକୀ —୩. A dancing girl; actress.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଡ଼ିକା)

[ସମ୍ପାଦନା]
୧. ହାତ ବା ଗୋଡ଼ର ନାଡ଼ି — ୧. Pulse.

କର୍ଣ୍ଣାଟିକାଙ୍କ ନାଟିକା ଲାଗିଲା ନାହିଁ—ଭଞ୍ଜ. ପ୍ରେମସୁଧାନିଧି

୨. ଦେହର ରକ୍ତବାହୀ ଶିରା —୨. Vein; artery.

[ଦ୍ରଷ୍ଟବ୍ୟ —ଏହି ନାଟିକା ଶବ୍ଦ ସହିତ ଜୀବନ ଓ ପ୍ରାଣ ପ୍ରଭୃତି ଶବ୍ଦ ଯୁକ୍ତ ହୋଇ ଜୀବନ ନାଟିକା, ପ୍ରଣନାଟିକା ପ୍ରଭୃତି ଶବ୍ଦ ନିଷ୍ପନ୍ନ ହୁଏ]