ନାଟିକା ଚିପିବା
ଦେଖଣା
ନାଟିକା ଚିପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଟିକା ଚିପିବା
|
(ନାଟିକା ଟିପିବା; ନାଟିକା ଦେଖିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କୌଣସି ବ୍ୟକ୍ତିର ମଣିବନ୍ଧ ନିକଟସ୍ଥ ନାଡ଼ୀର ସ୍ପନ୍ଦନକୁ ଆଙ୍ଗୁଠିଦ୍ୱାରା ଅନୁଭବ କରିବା — To feel the pulse of a person.