Jump to content

ନାଟିକା ଛାଡ଼ିଯିବା

ଉଇକିଅଭିଧାନ‌ରୁ

ନାଟିକା ଛାଡ଼ିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରୋଗୀ ବା ମୁମୂର୍ଷୁ ବ୍ୟକ୍ତିର ହାତ ବା ଗୋଡ଼ର ନାଡ଼ିର କ୍ଷୀଣ ସ୍ପନ୍ଦନ ଅନ୍ୟ ବ୍ୟକ୍ତିକୁ ବୋଧ ନ ହେବା; ରୋଗୀର ନାଡ଼ିର ସ୍ପନ୍ଦନ ଅନ୍ୟ ବ୍ୟକ୍ତିର ହାତର ଆଙ୍ଗୁଠିକୁ ଜଣା ନ ଯିବା —The sinking of the pulse of a dying man; the pulsation of a dying person becoming too feeble to be felt by another person.