ନାଟିତ
ଦେଖଣା
ନାଟିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନଟ୍ ଧାତୁ=ନୃତ୍ୟ କରିବା+କର୍ମ. ତ)
[ସମ୍ପାଦନା]- ୧. ଅଭିନୀତ —୧. Acted.
- ୨. କୃତାଭିନୟ; ଯେଉଁ ନାଟକର ଅଭିନୟ ହୋଇଅଛି — ୨. A drama which has been staged.
ସଂସ୍କୃତ - ବିଶେଷ୍ୟ - (ନଟ ଧାତୁ+ଣିଚ୍+ଭାବ. ତ)
[ସମ୍ପାଦନା]- ୧. ନର୍ତ୍ତନ; ନଚାଇବା — ୧. Causing another to dance.
- ୨. ଅଭିନୟ —୨. Acting.