Jump to content

ନାଟୁ

ଉଇକିଅଭିଧାନ‌ରୁ

ନାଟୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାଟିମ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଟ୍ୱ)

[ସମ୍ପାଦନା]
୧. ଲଟୁ; ନଟୁ; ଖେଳିବାର ପେଣ୍ଡୂ — ୧. A play ball; a whirling top.
୨. (ଲକ୍ଷଣାର୍ଥ) କ୍ରୀଡ଼ନକ — ୨. (figurative) Plaything.

ଆମ୍ଭେ କୁଟୁମ୍ୱମାନଙ୍କର ନାଟୁପ୍ରାୟ ହୋଇଥିଲୁ— ରାଧାନାଥ. ଇତାଲୀୟ ଯୁବା