Jump to content

ନାଟ୍ୟ

ଉଇକିଅଭିଧାନ‌ରୁ

ନାଟ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନଟ+କର୍ମ ଅର୍ଥରେ. ଯ)

[ସମ୍ପାଦନା]
୧. ନୃତ୍ୟକ୍ରିୟା — ୧. Dancing.
୨. ତୌର୍ଯ୍ୟତ୍ରିକ; ନୃତ୍ୟ, ଗୀତ ଓ ବାଦ୍ୟ ଏ ତିନିଟିର ସମବାୟ — ୨. Dance, song and music.

[ଦ୍ରଷ୍ଟବ୍ୟ —ଏହାକୁ ବ୍ରହ୍ମା ଚାରି ବେଦରୁ ସଙ୍କଳନ କରିଥିଲେ; ଏହା ଶିବୋକ୍ତ ବ୍ରହ୍ମାଙ୍କଠାରୁ ଭରତ ମୁନି ହୋଇ ଜଗତରେ ଏହା ପ୍ରଚାର କରିଥିଲେ]

୩. ଅଭିନୟଦ୍ୱାରା ଚରିତ୍ର ପ୍ରଦର୍ଶନ — ୩. Acting; dramatic performance.
୪. ଫଳିତ ଜ୍ୟୋତିଷ ମତରେ ନାଟକ ଆରମ୍ଭ ପାଇଁ ଶୁଭ ନକ୍ଷତ୍ର (ଯଥା—ଅନୁରାଧା, ଧନିଷ୍ଠା, ହସ୍ତା, ଚିତ୍ରା, ସ୍ୱାତୀ, ଜ୍ୟେଷ୍ଠା, ଶତଭିକ୍ଷା ଓ ରେବତୀ—ହିନ୍ଦୀ - ଶ.) — ୪. Asrtrologically auspicious asterisms for starting a new drama or theatrical performance.