ନାଟ୍ୟରାସକ
ଏକ ଅଙ୍କବିଶିଷ୍ଟ ଏକ ପ୍ରକାର ଉପରୂପକ ଦୃଶ୍ୟ କାବ୍ୟ —A kind of drama with one act only.
[ଦ୍ରଷ୍ଟବ୍ୟ —ଏଥିର ନାୟକ ଉଦାତ୍ତ, ନାୟିକା ବାସକସଜ୍ଜା ଓ ଉପନାୟକ ପୀଠମର୍ଦ୍ଦ ହୁଅନ୍ତି ଏଥିରେ ଅନେକ ପ୍ରକାର ଗୀତ ଓ ନୃତ୍ୟ ଥାଏ ହିନ୍ଦୀ - ଶ.]