Jump to content

ନାଟ୍ୟାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ନାଟ୍ୟାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାଟ୍ୟ+ଆଚାର୍ଯ୍ୟ)

[ସମ୍ପାଦନା]
୧. ନାଟଗୁରୁ; ଯେ ନାଟ ଶିଖାଏ — ୧. A dancing master.
୨. ରଙ୍ଗଭୂମିର ଅଧ୍ୟକ୍ଷ —୨. The superintendent of a theatre; stage manager.