ନାଟ୍ୟ ଶାଳା
ଦେଖଣା
ନାଟ୍ୟ ଶାଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାଟ୍ୟ+ଶଳା=ଗୃହ)
[ସମ୍ପାଦନା]- ୧. ନାଟଖାନା —୧. Dancing hall; dancing saloon; ballroom.
- ୨. ନାଟ ଆଖଡ଼ା —୨. The place where dancing is taught or dancers are trained.
- ୩. ଥିଏଟର ଘର; ଥିଏଟରର ରଙ୍ଗମଞ୍ଚ — ୩. The stage of a theatre.
- ୪. ନାଟ ମନ୍ଦିର; ମନ୍ଦିର ବା ପ୍ରାସାଦ ଦ୍ୱାର ସମୀପ ଗୃହ — ୪. A room adjoining the main temple or palace.