ନାଟ୍ୟ ଶାସ୍ତ୍ର
ଦେଖଣା
ନାଟ୍ୟ ଶାସ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନୃତ୍ୟ, ଗୀତ ଓ ବାଦ୍ୟ ଅଭିନୟ ବିଷୟକ ଶାସ୍ତ୍ର ୧. The science of music; dancing and singing and plasing on musical instruments.
- ୨. ଭରତ ମୁନିକୃତ ନାଟ୍ୟ ବିଷୟକ ଗ୍ରନ୍ଥ — ୨. Name of a musical work by sage Bharata.
[ଦ୍ରଷ୍ଟବ୍ୟ —ଶିବ ବ୍ରହ୍ମାଙ୍କୁ ନାଟ୍ୟ ସମ୍ୱନ୍ଧେ ଉପଦେଶ ଦେଇଥିଲେ ଇନ୍ଦ୍ରଙ୍କ ପ୍ରାର୍ଥନା ଅନୁସାରେ ବ୍ରହ୍ମା ଅନିରୁଦ୍ଧ ଅବତାର ଗ୍ରହଣ କରି ନାଟ୍ୟବେଦ ନାମକ ଉପବେଦ ରଚନା କଲେ ବ୍ରହ୍ମାଙ୍କଠାରୁ ଭରତ ମୁନି ଏହା ପ୍ରାପ୍ତ ହୋଇ ସଂସାରରେ ଏହା ପ୍ରଚାର କଲେ ହିନ୍ଦୀ - ଶବ୍ଦସାଗର]