ନାଟ ପଟୁ
ନୃତ୍ୟ ନିପୁଣ; ବିଳାସ ନିପୁଣ —Sportive; skilful in dancing.
ଗତାଳସ ନାଟପଟୁ ଖଞ୍ଜରୀଟ ପରାୟେ ଆସିଲା ଉଡ଼ି କବିସୂର୍ଯ୍ୟ—କିଶୋରୀଚମ୍ପୁ—ଗ ଗୀତ