Jump to content

ନାଟ ପିଲା

ଉଇକିଅଭିଧାନ‌ରୁ

ନାଟ ପିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାଟୁଆପିଲା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାଟୁଆପିଲା; ନୃତ୍ୟକାରୀ ବାଳକ — Dancing boy.

[ଦ୍ରଷ୍ଟବ୍ୟ —ଉତ୍କଳରେ ଅଳ୍ପବୟସ୍କ ସୌସ୍ୟରୂପ ବାଳକମାନଙ୍କୁ ସ୍ତ୍ରୀ ବେଶରେ ସଜ୍ଜିତ କରି ସେମାନଙ୍କଦ୍ୱାରା ନୃତ୍ୟ ଗୀତ ଓ ପୌରାଣିକ ଅଭିନୟମାନ କରାଯାଏ ପୌରାଣିକ ଅଭିନେତା ବାଳକ ଏକାଧିକ ସଂଖ୍ୟକ; ହେଲେ ସେମାନଙ୍କୁ "ସଖୀ ପିଲା" କହନ୍ତି ସଙ୍ଗୀତ ବୋଲି ନାଚିବା ପିଲାଙ୍କୁ 'ଗୋଟିପୁଅ' କହନ୍ତି ଗୋଚିପୁଅମାନେ ନାନାପ୍ରକାର ଅସାଧ୍ୟ 'ବଦ୍ଧ' ବା 'ବ୍ୟାୟାମ' ମନ ଦେଖାନ୍ତି ନାଟପିଲାମାନେ ଗୀତ ବୋଲିବା ବେଳେ ନାଚନ୍ତି ଓ ଅଙ୍ଗଭଙ୍ଗି ଓ କରାଦି ଚାଳନ (ପାରିଜା)ଦ୍ୱାରା ଗୀତର ଭାବାର୍ଥମାନଙ୍କୁ ପ୍ରକାଶ କରନ୍ତି]