Jump to content

ନାଠି

ଉଇକିଅଭିଧାନ‌ରୁ

ନାଠି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ଯଷ୍ଟି; ପ୍ରା. ଲଠ୍ଠୀ)

[ସମ୍ପାଦନା]

ଲାଠି (ଦେଖ) - —Lāṭhi (See)

ହେଲା ଛିନ୍ନ ଭିନ୍ନ ମେହୁ, ଚିଳେ ଚିଳେ ତୁଳ ଯଥା ନାଠି ସଞ୍ଚାଳନେ ଚିନ୍ତାମଣି ଭାରତ ଲାଳନା

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଟେଇ; ଯେଉଁ କାଠିରେ ସୂତା ଗୁଡ଼ିଆ ହୋଇଥାଏ — Distaff.