ନାଡ଼
ଦେଖଣା
ନାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଡ଼
|
ଦେଶଜ - ବିଶେଷ୍ୟ - —(ସଂସ୍କୃତ - ନାଳ)
[ସମ୍ପାଦନା]- ୧. ମୃଣାଳ; ପଦ୍ମ ଆଦି ପୁଲର ଡେମ୍ଫ —୧. The stalk or long stem of lotus and other flowers.
- ୨. ପେଶୀ —୨. Nerve.
- ୩. (ସଂସ୍କୃତ - ନାଡ଼ୀ) ଦେହ ମଧ୍ୟସ୍ଥ ଅନ୍ତ —୩. Intestine tubular organs inside the body.
- ୪. ରକ୍ତବାହିନୀ ଶିରା; ନାଡ଼ୀ — ୪. Pulse; vein; artery.
- ୫. ଯେଉଁ ଶିରା ନବଜାତ ଶିଶୁର ନାଭି ଓ ଗର୍ଭସ୍ଥ ଫୁଲ ସଙ୍ଗେ ଲାଗି ଥାଏ ଓ ଶିଶୁ ଭୂମିଷ୍ଠ ହେବା ପରେ ଶିଶୁ ନାଭି ନିକଟରୁ ଯାହାକୁ ଫୁଲ ଠାରୁ ବିଛିନ୍ନ କରି କାଟି ଦିଆ ଯାଏ; ନାଭିନାଳ —୫. Umbilical cord; the navel string.
- ୬. ଲଙ୍ଗଳର ଊର୍ଦ୍ଧ୍ୱାଂଶ ବା କଣ୍ଟିର ବେକ; ଲଙ୍ଗଳର ବେକ —୬. The neck of a plough; the main portion of the handle-piece. of a plough.
- ୭. ଗୁଣା ବସୁଣି ଆଦିର ଯେଉଁ ବକ୍ରାଂଣ ନାକ ରନ୍ଧ୍ରରେ ଗଳା ଯାଏ —୭. The hooked portion of a nose-ring which is thrust in to the bore of the nose.