Jump to content

ନାଡ଼ିକା

ଉଇକିଅଭିଧାନ‌ରୁ

ନାଡ଼ିକା

ଉଚ୍ଚାରଣ

[ସମ୍ପାଦନା]

(ନାଡ଼ୀକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନାଡ଼ିକ+ଆ)

[ସମ୍ପାଦନା]
୧. ଶ୍ୱାସବାହୀ ନଳ; ଗଳା — ୧. Wind pipe; throat (Apte).
୨. ଏକ ଘଡ଼ି ସମୟ (ହିନ୍ଦୀ - ଶବ୍ଦସାଗର) — ୨. A period of ୪୫ minutes.
୩. ଏକ ଦଣ୍ଡ ସମୟ (ହିନ୍ଦୀ - ଶବ୍ଦସାଗର) — ୩. A period of ୨୪ minutes.


୪. ନାଡ଼ିବ୍ରଣ —୪. A fistulous sore (Apte).
୫. ସୂର୍ଯ୍ୟଙ୍କ କିରଣରେଖା — ୫. A ray of the sun (Apte).
୬. ଘଣ୍ଟା ବାଡ଼ିଆ ହେବାର ପିଟା ଘଣ୍ଟ —୬. A gong on which the hours are struck (Apte).