Jump to content

ନାଡ଼ିନ୍ଧମ

ଉଇକିଅଭିଧାନ‌ରୁ

ନାଡ଼ିନ୍ଧମ

ଉଚ୍ଚାରଣ

[ସମ୍ପାଦନା]

(ନାଡ଼ୀନ୍ଧମ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନାଡିଂ=ବାଉଁଶନଳୀକୁ+ଧମ୍ ଧାତୁ ଶବ୍ଦ କରିବା ଫୁଙ୍କିବା+କର୍ତ୍ତୃ. ଅ—ଯେ ନଳୀରେ ନିଆଁ ଫୁଙ୍କେ)

[ସମ୍ପାଦନା]
୧. ସୁନାରି ବଣିଆ — ୧. Goldsmith.

ବିଶେଷଣ -

[ସମ୍ପାଦନା]
୧. (ଯାହା ଦେଖିଲେ ବା ଶୁଣିଲେ ଲୋକର ଶରୀରସ୍ଥ ନାଡ଼ିମାନ ଦୋହଲିଯାଏ) ଭୟାନକ; ଭୀତିଜନକ — ୧. Terrifying.


୨. ଶ୍ୱାସକୁ ଶୀଘ୍ର ଶୀଘ୍ର ଚଳାଇବାବାଲା (ହିନ୍ଦୀ - ଶ) — ୨. Taking or heaving swift gasps and breaths.