Jump to content

ନାଡ଼ିବା

ଉଇକିଅଭିଧାନ‌ରୁ

ନାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲାଡ଼ ଧାତୁ=ଉପରକୁ ଫିଙ୍ଗିବା; ସଂ, ନଡ଼, ଧାତୁ ଣିଚ ନାଡ଼ି ଧାତୁ=ଭ୍ରଂଶକରିବା)

[ସମ୍ପାଦନା]
୧. ଦୋହଲିବା; ନଡ଼ ନଡ଼ ହୋଇ ହଲିବା — ୧. To move; to dangle; to hang down loosely.

ବେଙ୍ଗ ଲୀନାନୀକି କୁଆ ନେଲା ଗୋଡ଼ ଦିଓଟି ନାଡ଼ୁଥିଲା—ଶିଶୁଗୀତ

୨. (ପୁଚ୍ଛ ଆଦିକୁ) ଇତସ୍ତତଃ ଚାଳିତ କରିବା; ହଲାଇବା — ୨. To wag; to shake.