ନାଡ଼ିବ୍ରଣ
ନାଳିଘାଆ; ଯେଉଁ ଘାଆର ଉପର ଅଂଶ ଶୁଖି— ଗଲା ପରି ଦେଖା ଯାଉଥାଏ, କିନ୍ତୁ ଭିତରେ ପୂଜ ବଢୁଥାଏ —Sinus; fistulous sore.