ନାଡ଼ି ଛାଡ଼ିବା
ଦେଖଣା
ନାଡ଼ି ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା](ନାଡ଼ି ଛାଡ଼ିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାଡ଼ି ଛାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାଡ଼ିର ସ୍ପନ୍ଦନ ବନ୍ଦ ହେବା; ରୋଗୀର ନାଡ଼ିର ସ୍ପନ୍ଦନ ପରୀକ୍ଷକଙ୍କ ହାତକୁ ଜଣା ନ ଯିବା —୧. The sinking of the pulse of a patient.
- ୨. ପ୍ରାଣବାୟୁ ଶରୀରରୁ ନିର୍ଗତ ହେବା ଅବସ୍ଥା —୨. Dying condition.