Jump to content

ନାଡ଼ି ଜଂଘ

ଉଇକିଅଭିଧାନ‌ରୁ

ନାଡ଼ି ଜଂଘ

ଉଚ୍ଚାରଣ

[ସମ୍ପାଦନା]

(ନାଡ଼ୀଜଂଘ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନାଡ଼ି+ଜଂଘ)

[ସମ୍ପାଦନା]
୧. କାକ; କୁଆ — ୧. Crow.
୨. ବଗ —୨. A kind of crane.
୩. (ନାମ) ଏକ ମୁନିଙ୍କ ନାମ —୩. Name of a sage.

[ଦ୍ରଷ୍ଟବ୍ୟ —ମହାଭାରତ ଅନୁସାରେ ଏ କଶ୍ୟପଙ୍କ ପୁତ୍ର, ବ୍ରହ୍ମାଙ୍କ ପ୍ରିୟପାତ୍ର ଓ ଦୀର୍ଘଜୀବୀ ଗୋଟିଏ ବକ ଥିଲେ—ହିନ୍ଦୀ - ଶବ୍ଦସାଗର ]