ନାଡ଼ୀଦେହ
(ନାଡ଼ୀବିଗ୍ରହ—ଅନ୍ୟରୂପ)
(ନାଡ଼ୀଦେହୀ—ସ୍ତ୍ରୀ)
ମହାଦେବଙ୍କ ଅନୁଚର; ଭୃଙ୍ଗୀ —One of the orderlies of Mahādeba.
ଯାହାର ଶରୀର ଅତ୍ୟନ୍ତ ପତଳା —Slender-boiled.