ନାଡ଼ୀବଳୟ
ଦେଖଣା
ନାଡ଼ୀବଳୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସିଦ୍ଧାନ୍ତଶିରୋମଣି ଲିଖିତ ସମୟଜ୍ଞାପକ ଯନ୍ତ୍ରବିଶେଷ (ହିନ୍ଦୀ - ଶ.) — A kind of clock used in ancient India.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନାଡ଼ିର ଗତି ନିର୍ଣ୍ଣାୟକ ଆଧୁନିକ ଯନ୍ତ୍ରବିଶେଷ— (ଦ୍ର—ଏହାକୁ ନାଡ଼ି ଉପରେ ରଖିଦେଲେ ନାଡ଼ିର କ୍ଷୀଣତମ ସ୍ପନ୍ଦନ ମଧ୍ୟ ଜଣାପଡ଼େ) — Sphygmograph.