Jump to content

ନାଡ଼ୀମରା

ଉଇକିଅଭିଧାନ‌ରୁ

ନାଡ଼ୀମରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅକ୍ଷୁଧା ରୋଗ — Inappetency; loss of appetite.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ଲୋକର କ୍ଷୁଦା ହୁଏ ନାହିଁ — ୧. One who has lost his appetite.
୨. ଅତି ଦୁର୍ବଳ (ଲୋକ) — ୨. Very weak and emaciated (person).
୩. ଅଳ୍ପାହାରୀ —୩. Taking small quantities of food; subsisting on scanty rations.