ନାଡ଼ୀଯନ୍ତ୍ର
ଦେଖଣା
ନାଡ଼ୀଯନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନଳଯୁକ୍ତ ଯନ୍ତ୍ର —Any tubular instrument (Apte).
- ୨. ସୁଶ୍ରୁତରେ ଶସ୍ତ୍ର ଚିକିତ୍ସାର ଯନ୍ତ୍ରବିଶେଷ, ଯଦ୍ଦ୍ୱାରା ନାଡ଼ି ମଧ୍ୟରେ ପଶି ଯାଇଥିବା ବସ୍ତୁକୁ ବାହାର କରା ଯାଉଥିଲା (ହିନ୍ଦୀ - ଶ.) —୨. A kind of surgical instrument mentioned in the Suṡruta by which any foreign thing introduced inside the veins was extracted.