ନାଡ଼ୀହିଙ୍ଗୁ
ଦେଖଣା
ନାଡ଼ୀହିଙ୍ଗୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଡ଼ୀହିଙ୍ଗୁ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ବୃକ୍ଷ ଓ ତହିଁରୁ ନିର୍ଗତ ନିର୍ଯ୍ୟାସ — Dikamallgum; gummy Gardinia and the gum extracted from it.
[ଦ୍ରଷ୍ଟବ୍ୟ —ଏହି ଗଛର ଡାଳରୁ ହେଙ୍ଗୁ ପରି ରସ ବାହାରେ ଏ ରସ ଔଷଧରେ ଲାଗେ ଏ ଗଛର ପତ୍ର ବାଉଁଶ ପତ୍ର ପରି ଫୁଲ ଧଳା, ଓ ଫଳ ପୋସ୍ତକ ଫଳ ପରି ବୈଦ୍ୟ— ଶାସ୍ତ୍ର ମତରେ ଏହା କଟୁ ରସ, ଉଷ୍ଣ— ବୀର୍ଯ୍ୟ ବାୟୁ ଜନିତ ବେଦନା ନାଶକ, ଜାଳବିବଦ୍ଧତା ନାଶକ, ଆନାହଘ୍ନ ଓ ଆମପାଚକ ଅଟେ ]