ନାଡ଼ୀ ଚକ୍ର
ଦେଖଣା
ନାଡ଼ୀ ଚକ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାଡ଼ୀ+ଚକ୍ର)
[ସମ୍ପାଦନା]- ୧. ନାଭିସ୍ଥ ନାଡ଼ି ମୂଳ —୧. The roots of all the arteries at the navel.
- ୨. ହଠଯୋଗ ଶାସ୍ତ୍ର ଲିଖିତ ଇଡ଼ା, ପିଙ୍ଗଳା, ସୁଷୁମ୍ନା, ପରମା, ଗାନ୍ଧାରୀ, ହସ୍ତିଜିହ୍ୱା, ପୂଷା, ସୁଯଶା, ଅଳମ୍ୱୁଷା, କୁହୁ, ଶଙ୍ଖିନୀ ଲୋଳଜିହ୍ୱା (ଜିହ୍ୱା), ବିଜୟା, କାମଦା, ଅମୃତା, ବହୁଳା, ଶରୀରସ୍ଥ ଏହି ୧୬:ଟି ନାଡ଼ି — ୨. The sixteen arteries inside the human body according to Haṭhaj̄oga treatises.