Jump to content

ନାଡ଼ ଛତୁ

ଉଇକିଅଭିଧାନ‌ରୁ

ନାଡ଼ ଛତୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ନଳ+ଛତ୍ରାକ) ଏକ ପ୍ରକାର ଛତୁ — A kind of long stemmed mushroom.


[ଦ୍ରଷ୍ଟବ୍ୟ —ଏହା ଭୂଇଁରୁ ଶ୍ରାବଣ ଓ ଭାଦ୍ର ମାସରେ ଜନ୍ମେ ଏଥିର ନାଡ଼ ବା ଡେମ୍ଫ ସରୁ ଓ ଲମ୍ୱା ଏବଂ ଛତି ଛୋଟ ]